ଇଏ କେମିତିଆ କୁକୁର ପ୍ରେମ : ୫ ପ୍ୟାକେଟ୍ ବିସ୍କୁଟ୍‌ ବାଣ୍ଟିବାକୁ୧୦ ଜଣ

ରାତିରେ ଗାଡ଼ି ଧରି ବୁଲିବାର ନୂଆ ବାହାନା ଭୁବନେଶ୍ୱର : ଦିନ ବେଳା ପୁଲିସ ଚେକିଂରେ ଧରା ପଡ଼ି ଯାଉଛନ୍ତି। ପୁଲିସକୁ ଫାଙ୍କି ପାରୁ ନାହାନ୍ତି। କିନ୍ତୁ ରାତି ହେଲେ ବାଇକ୍‌, କାର୍‌ ଧରି ରାଜଧାନୀ ରାଜରାସ୍ତାକୁ ବାହାରି ପଡ଼ୁଛନ୍ତି କିଛି ଯୁବକ। ସହର ଭିତରେ ଯୁଆଡ଼େ ଇଚ୍ଛା ବୁଲୁଛନ୍ତି। ଯଦି ପୁଲିସ ହାବୁଡ଼ରେ ପଡ଼ିଲେ, ତାହା ହେଲେ ସେବା ଭାବ ଦେଖାଇ ପୁଲିସକୁ ବି ମନାଇ ଦେଉଛନ୍ତି। ହାତରେ … Continue reading ଇଏ କେମିତିଆ କୁକୁର ପ୍ରେମ : ୫ ପ୍ୟାକେଟ୍ ବିସ୍କୁଟ୍‌ ବାଣ୍ଟିବାକୁ୧୦ ଜଣ